ମହତ୍ତର
ଦେଖଣା
ମହତ୍ତର
ଉଚ୍ଚାରଣ
[ସମ୍ପାଦନା](ମହତ୍ତରା—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ମହତ୍+ଅତିଶୟାଥେ, ତର)
[ସମ୍ପାଦନା]ଦୁଇର ମଧ୍ୟରେ ବଡ଼ ଅପେକ୍ଷାକୃତ; ମହତ୍; ଉତ୍କୃଷ୍ଟତର —Greater; noble; higher.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଶୂଦ୍ର (ହିନ୍ଦୀ - ଶ.) —୧. A Ṡūdra.
- ୨. ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତି —୨. The oldest man of a village (Apte).
- ୩. ଗ୍ରାମର ମୁଖ୍ୟବ୍ୟକ୍ତି ବା ନେତା —୩. The head of a village (Apte),
- ୪. ରାଜସଭାର ସଦସ୍ୟ —୪. A courtier (Apte).
- ୫. ରାଜ ଶୟନାଗାରରକ୍ଷକ; ରାଜାଙ୍କ ପାରିବାରିକ ବିଷୟର ଭାରପ୍ରାପ୍ତ କର୍ମଚାରୀ —୫. Chamberlain; a palace superintendent (Apte).
- ୬. ଦଳର ସର୍ବମାନ୍ୟ ବା ପ୍ରଧାନ ବ୍ୟକ୍ତି —୬. The most responsible or chief person; the pricipal (Apte)