ମହତ୍ତ୍ଵ
ଦେଖଣା
- ମହାନୁଭବତା; ଉଦାରତା; ଔଦାର୍ଯ୍ୟ
- ପ୍ରକର୍ଷ; ଶ୍ରେଷ୍ଠତ୍ଵ
- ବୃହତ୍ତ୍ଵ
- ପ୍ରାଧାନ୍ୟ; ଆଧିକ୍ୟ
- ମର୍ଯ୍ୟାଦା; ସମ୍ମାନ; ସମ୍ଭ୍ରମ
- ତୀବ୍ରତା; ପ୍ରଖରତା
- ଉଚ୍ଚତା
- ଉଚ୍ଚପଦ
- ଜରୁରୀ; ଆବଶ୍ୟକତା; ଗୁରୁଢା
- ଗୌରବ; ଐଶ୍ଵର୍ଯ୍ୟ
- ମହତ୍ତତ୍ତ୍ଵ
- ସମ୍ଭ୍ରାନ୍ତପଣିଆ; ଉଚ୍ଚବଂଶୀୟତା; କୁଳୀନତା
- ବଂଶ ମର୍ଯ୍ୟାଦା; ଉଚ୍ଚ କୁଳରେ ଜନ୍ମିଥିବା ଓ ବନ୍ଧ ବାନ୍ଧିଥିବା ଜନିତ ମର୍ଯ୍ୟାଦା
- ଉଚ୍ଚ କୁଳ ସଙ୍ଗେ ବିବାହ ସମ୍ପର୍କ ସ୍ଥାପନ