ମହତ୍ତ୍ୱ କଷିବା
ଦେଖଣା
ମହତ୍ତ୍ୱ କଷିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମହତ୍ତ୍ୱ କଷିବା
|
(ମହତ୍ତ୍ୱ ତୁଳିବା—ଅନ୍ୟରୂପ)
[ମହତ୍ତ୍ୱ କଷା(ତୁଳା)ଯିବା—ବିଶେଷ୍ୟ ରୂପ]
ଦେଶଜ - କ୍ରିୟାପଦ -
[ସମ୍ପାଦନା]ଦୁଇ ଜଣଙ୍କର କୁଳୀନତା ତୁଳନା କରିବା — To compare the respectability of two persons.
[ଦ୍ରଷ୍ଟବ୍ୟ —ବିବାହ ପ୍ରସଙ୍ଗରେ ଭାକୀ ବର କନ୍ୟାଙ୍କ ବଂଶ ଦ୍ୱୟ ମଧ୍ୟରେ ମହତ୍ତ୍ୱ କଷା— ଯାଏ]