Jump to content

ମହତ୍ରାଣ

ଉଇକିଅଭିଧାନ‌ରୁ

ମହତ୍ରାଣ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ମହତ୍ ଓ ତ୍ରାଣ) (କଚିରିଆ)

[ସମ୍ପାଦନା]

ଭଦ୍ର ଲୋକଙ୍କ ଭରଣ ପୋଷଣ ପାଇଁ ଖଞ୍ଜା ଯାଇଥିବା (ଜମି) —(land) Assigned rent free for the maintenance of noble families.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ମହତ୍ତ୍ରାଣ ଜାଗିରି (ଦଖ) Mahattrāṇa jāgiri (See)