ମହତ ଜଗାଇବା
ଦେଖଣା
ମହତ ଜଗାଇବା
ଉଚ୍ଚାରଣ
[ସମ୍ପାଦନା](ମହତ ଜଗିବା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ମହତ ଜଗାଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]ଯେଉଁ ପରି ନିଜର ସମ୍ମାନର ବା ମର୍ଯ୍ୟାଦାର ହାନି ନ ହୁଏ ତତ୍ପ୍ରତି ସାବଧାନ ହେବା —To be careful about or to preserve one's own respect or prestige.