ମହତ ନେବା
ଦେଖଣା
ମହତ ନେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମହତ ନେବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଅନ୍ୟ ବ୍ୟକ୍ତିକୁ ବେଇଜ୍ଜତ କରିବା — ୧. To disgrace or dishonour a person; to rob a person of his or her honour.
- ୨. କୁଳ— ସ୍ତ୍ରୀର ସତୀତ୍ୱ ନାଶ କରିବା —୨. To deflower a lady; to dishonour a lady by committing rape on her.