Jump to content

ମହତ ପଣ

ଉଇକିଅଭିଧାନ‌ରୁ

ମହତ ପଣ

ଉଚ୍ଚାରଣ

[ସମ୍ପାଦନା]

[ମହତ ପଣିଆ(ଆଁ)—ଅନ୍ୟରୂପ]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମହତ୍ତ୍ୱ)

[ସମ୍ପାଦନା]
୧. ମହଦ୍ଦ୍ୟକ୍ତିଙ୍କ ଆଚରଣ — ୧. Conduct becoming a great man.
୨. ମହତ୍ତ୍ୱ; ଉଦାରତା — ୨. Nobility; magnanimity; greatness of mind.

[ଉ—ଧର୍ମ ଏକା ସିନା ମହତ ପଣିଆ, ଆଉ ବଡ଼ ପଣ ଅଢ଼େଇ ଦିନିଆ ରାଧାନାଥ— ଦରବାର]