Jump to content

ମହତ ପଦାରେ ପଡ଼ିବା

ଉଇକିଅଭିଧାନ‌ରୁ

ମହତ ପଦାରେ ପଡ଼ିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ମହତ ଦାଣ୍ଡରେ ପଡ଼ିବା, ମହତ ଯିବା, ମହତ ସରିବା—ଅନ୍ୟରୂପ)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ମର୍ଯ୍ୟାଦାର ହାନି ହେବା; ସମ୍ମାନ ବା ମର୍ଯ୍ୟାଦି ନଷ୍ଟ ହେବା — Loss of prestige or honour.

(ଉ—ରଙ୍କୁଣୀ ପାଟିକି ପାନ ଗଲା, ପାନ କହିଲା ମୋ ମହତ ଗଲା—ଢଗ)