ମହତ ମର୍ଯାଦା
ଦେଖଣା
ମହତ ମର୍ଯାଦା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମହତ ମର୍ଯାଦା
|
[ମହତ୍ୱ ମରଜା(ଜେ)ଦା—ଅନ୍ୟରୂପ]
ଦେଶଜ - ବିଶେଷ୍ୟ - (ସହଚର; ମହତ୍ତ୍ୱ ଓ ମର୍ଯ୍ୟାଦା)
[ସମ୍ପାଦନା]- ୧. ମାନମହତ୍ତ୍ୱ; ସମ୍ମାନ — ୧. Respect; prestige.
- ୨. ଭଦ୍ରସୀମା— ଜୋଚିତ ବ୍ୟବହାର; କାଏଦା —୨. Etiquette.
- ୩. ଭଦ୍ରତା —୩. Nobility; nobleness; gentlemanlines.
- ୪. ବେଭାର ଦିଆଦେଇ —୪. Exchange of social presents.