Jump to content

ମହତ ଲୋକ

ଉଇକିଅଭିଧାନ‌ରୁ

ମହତ ଲୋକ

ଉଚ୍ଚାରଣ

[ସମ୍ପାଦନା]

ମହତ ବେ(ବ୍ୟ)କ୍ତି, ମହତ ବେକେତି ଗ୍ରାମ୍ୟରୂପ

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ମହାନ୍ ବ୍ୟକ୍ତି; ଉଦାରମନାଃ ବ୍ୟକ୍ତି — ୧. A magnanimous person.

(ଉ—ଚୋରି କରିବ, ମହତ ଲୋକର ହାବୁଡ଼େ ପଡ଼ିବ—ଢଗ)

୨. ମହା ପୁରୁଷ —୨. A great man; a noble person.
୩. ସାଧୁ ବ୍ୟକ୍ତି —୩. A saintly person.