Jump to content

ମହତ ସମ୍ଭାଳିବା

ଉଇକିଅଭିଧାନ‌ରୁ

ମହତ ସମ୍ଭାଳିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ମହତ ରଖିବା—ଅନ୍ୟରୂପ)

[ଆଲୋ ସଖି! ଆପଣା ମହତ ଆପେ ରଖି—ଢଗ]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ଆପଣାର ବା ପରର ସମ୍ମାନ ରକ୍ଷା କରିବା —To save the prestige or honour of one's self or of another.