ମହତ ସରା
ଦେଖଣା
ମହତ ସରା
ଉଚ୍ଚାରଣ
[ସମ୍ପାଦନା](ମହତ ସରେଈ—ସ୍ତ୍ରୀ)
ଅନୁବାଦ
[ସମ୍ପାଦନା]ମହତ ସରା
|
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ମର୍ଯ୍ୟାଦା ହାନିକର; ଯେଉଁ କାର୍ଯ୍ୟଦ୍ୱାରା ସମ୍ମାନ ନଷ୍ଟ ହୁଏ —୧. Disgraceful; derogatory to one's prestige or honour.
- ୨. ଯେଉଁ ବ୍ୟକ୍ତି ପରର ମର୍ଯ୍ୟାଦା ହାନି କରେ —୨. One who puts another to disgrace or dishonour.
- ୩. ଯେଉଁ ବ୍ୟକ୍ତି ଆପଣାର କାର୍ଯ୍ୟ କଳାପଦ୍ୱାରା ନିଜର ସମ୍ମାନକୁ ହରାଏ —୩. Bringing disgrace on one's self by one's own conduct or action.