Jump to content

ମହତ ସରେଇବା

ଉଇକିଅଭିଧାନ‌ରୁ

ମହତ ସରେଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ମନ୍ଦ ବା ଅନୁଚିତ କାର୍ଯ୍ୟଦ୍ୱାରା ଆପଣାର ମର୍ଯ୍ୟାଦା ହାନିର କାରଣ ହେବା —To bring disgrace upon one's self by one's own conduct; to allow one's self to be dishonoured by another.

(ଉ—ବୁଧ ହରେଇଲି ଛାର ଚାଉଳ ସେରକ ପାଇଁ ମହତ ସରେଇଲି—ଢଗ)