ମହତ ସାରିବା
ଦେଖଣା
ମହତ ସାରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମହତ ସାରିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଆପଣାର ମହତ୍ତ୍ୱ ନିଜେ ହାନି କରିବା — ୧. To disgrace one's self by one's own acts.
- ୨. ମହତ ନେବା (ଦେଖ) - ୨. Mahata nebā (See)
(ଉ—ଗାଳି ଦିଆଇ ମହତ ସାରି ଦେଇ କବିସୂର୍ଯ୍ୟ. ସଙ୍ଗୀତ)
- ୩. ସ୍ତ୍ରୀର ସତୀତ୍ୱ ନାଶ କରା —୩. To deflower a woman to rape.