ମହଦାଶୟ
ଦେଖଣା
ମହଦାଶୟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (କର୍ମଧା; ମହତ୍+ଆଶ୍ରୟ)
[ସମ୍ପାଦନା]- ୧. ସତ ଅଭିଳାଷ; ସଦିଚ୍ଛା —୧. Noble wish; noble intention.
- ୨. ଉଚ୍ଚାକାଙ୍କ୍ଷା —୨. Noble ambition.
- ୩. ଉଦାର ହୃଦୟ —୩. Magnanimous heart.
(ମହଦାଶୟା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି)
[ସମ୍ପାଦନା]ସଦାଶୟ; ଉଦାର— ଚେତାଃ —Nobel-minded; magnanimous.