Jump to content

ମହନ

ଉଇକିଅଭିଧାନ‌ରୁ

ମହନ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]
(ମହନୀ—ସ୍ତ୍ରୀ) 

(ମହନା,ମହନିଆ—ଅନାରାର୍ଥକରୂପେ)

(ମହନି—ଆଦର୍ଥକ ରୂପ)

ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ମୋହନ)

[ସମ୍ପାଦନା]
୧. ଅସଲ ଦେଉଳକୁ ଲାଗିଥିବା କ୍ଷୁଦ୍ରତର ଦେଉଳ; ଜଗମୋହନ —୧. A smaller temple attached to the main temple.

(ଯଥା—ପୁରୀର ଲକ୍ଷ୍ମୀ ଠାକୁରାଣୀଙ୍କ ମହନ)

୨. ରାଧାମୋହନ ଓ କୃଷ୍ଣମୋହନ ଆଦି ବ୍ୟକ୍ତିଙ୍କର ଡାକ ନାମ —୨. A name for calling people whose names end with the word 'Mohana'.

ଦେଶଜ - ବିଶେଷଣ - ପୁଂ. (ସଂସ୍କୃତ - ମୋହନ)

[ସମ୍ପାଦନା]

ମହନିଆ (ଦେଖ) - —Mahaniā (See)