ମହନଭୋଗ
ହାଲୁଆ; ଘିଅରେ ଖରଡ଼ା ହୋଇଥିବା ସୁଜି ସଙ୍ଗେ ପାଣି, ଦୁଧ, କନ୍ଦ ଓ ମସଲା ମିଶାପାଇଁ ପ୍ରସ୍ତୁତ ଖାଦ୍ୟ — Halwa; a paste (food) made from coarse flour; halwa.