ମହନିଆଁ
(ମହନେଈ—ସ୍ତ୍ରୀ)
ମୁଗ୍ଧକାରୀ —Enchanting; enslaving; fascinating.
ମନୋମହନ ଆଦି ବ୍ୟକ୍ତିଙ୍କ ଅନାଦରାର୍ଥ ଡାକ —A name for calling manamohan in slight.