ମହନି ଲଗାଇବା
ଦେଖଣା
ମହନି ଲଗାଇବା
ଉଚ୍ଚାରଣ
[ସମ୍ପାଦନା](ମହନି କରିବା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ମହନି ଲଗାଇବା
|
(ମହନି ଲାଗିବା—ବିଶେଷ୍ୟରୂପ)
ଗ୍ରାମ୍ୟ - କ୍ରିୟାପଦ -
[ସମ୍ପାଦନା]- ୧. ମନ୍ତ୍ର ଯନ୍ତ୍ରାଦି ବା ତାନ୍ତ୍ରିକ ପ୍ରୟୋଗଦ୍ୱାରା (କୌଣସି ବ୍ୟକ୍ତିକୁ) ବିମୋହିତ କରିବା —୧. To enchant or fascinate a person by means of charms.
- ୨. କୌଣସି ବ୍ୟକ୍ତିକୁ ମୁଗ୍ଧ କରିବା —୨. To enchant a person; to fascinate a person.