ମହନୀ
ଦେଖଣା
ମହନୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମହନୀ
|
- ୧. କୌଣସି ବ୍ୟକ୍ତିକୁ ମୋହନ ବା ବଶୀକରଣ କରିବା ଉପାୟ —୧. Power of enchanting others; a charm.
- ୨. ଅନ୍ୟ ଲୋକର ମନକୁ ମୋହିବାର ଶକ୍ତି —୨. The charm or power possessed by a person to fascinate others; enchantment.
- ୩. କୌଣସି ବ୍ୟକ୍ତିକୁ ମୋହିତ କରିବାର ବୀଜ ବା ଗୁପ୍ତ ରହସ୍ୟ —୩. The secret of fascinating a person.
- ୪. (ସ୍ତ୍ରୀ) ମନୋମହିନୀ ଓ ମୋହିନୀ— ଆଦି ନାମଧାରିଣୀ ସ୍ତ୍ରୀଙ୍କର ଡାକ ନାମ —୪. A name for calling woman whose names end with the word Mohinī.
- ୫. (ପୁଂ) ମନମୋହନ, ରାଧାମୋହନ ଆଦିଙ୍କ ଆଦରାର୍ଥକ ଡାକ ନାମ — ୫. A name for calling males whose names end with Mohana, in fondness.
ଦେଶଜ - ବିଶେଷଣ - ସ୍ତ୍ରୀ
[ସମ୍ପାଦନା]ମୋହିନୀ; ମୁଗ୍ଧକାରିଣୀ —Fascinating; enchanting.