Jump to content

ମହନୀୟ

ଉଇକିଅଭିଧାନ‌ରୁ

ମହନୀୟ

ଉଚ୍ଚାରଣ

[ସମ୍ପାଦନା]
(ମହନୀୟା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ମହ୍ ଧାତୁ+କର୍ମ. ଅନୀୟ)

[ସମ୍ପାଦନା]
୧. ପୂଜନୀୟ —୧. Worthy of homage; illustrious.
୨. ମହତ୍ —୨. Noble; glorious.