Jump to content

ମହନ୍ତେଇ ଶାଢ଼ୀ

ଉଇକିଅଭିଧାନ‌ରୁ

ମହନ୍ତେଇ ଶାଢ଼ୀ

ଉଚ୍ଚାରଣ

[ସମ୍ପାଦନା]

[ମହନ୍ତାଇ ଶିରୁ(ରୋ)ପା—ଅନ୍ୟରୂପ]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ମଠର ମହନ୍ତଙ୍କ ଦେହାନ୍ତ ଘଟିଲେ ନୂତନ ମହନ୍ତ ଗାଦିନସୀନ୍ ହେବା ସମୟରେ ସର୍ବସାଧାରଣ ବା ଉକ୍ତ ମଠର ମହନ୍ତନିର୍ବାଚକ ସାଧାରଣ ଉକ୍ତ ବ୍ୟକ୍ତିକୁ ମହନ୍ତ ପଦରେ ପ୍ରତିଷ୍ଠିତ ଓ ତାଙ୍କୁ ମହନ୍ତଙ୍କ ମୁଣ୍ଡରେ ବନ୍ଧାଯିବା ଶାଢ଼ୀ ବା ପାଗ —A cloth or turban tied round the head of a new Mahanta on the occasion of his sucession to and public installation in the spiritual seat of the endowment.