Jump to content

ମହମୁଦ୍ ଗଜନୀ

ଉଇକିଅଭିଧାନ‌ରୁ

ମହମୁଦ୍ ଗଜନୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ମାମୁଦ୍ ଗଜନୀ—ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (ନାମ) (ଗଜନୀ ଦେଶର ମହମୁଦ ନାମକ ବ୍ୟକ୍ତି)

[ସମ୍ପାଦନା]

ଖ୍ରୀଷ୍ଟୀୟ ଏକାଦଶ ଶତାଦ୍ଦିରେ ଉତ୍ତର ଭାରତ ଆକ୍ରମଣକାରୀ ମୁସଲମାନ୍ ରାଜା —Mahamud of Ghazni.

[ଦ୍ରଷ୍ଟବ୍ୟ —ଏ ଆଫଗାନିସ୍ଥାନ ଦେଶର ଗଜନୀ ରାଜ୍ୟର ସୁଲତାନ୍ ବାରତ ଆକ୍ରମଣକାରୀ ସୁବକ୍ତଗିନ୍ଙ୍କ ପୁତ୍ର ଜନ୍ମ ଖ୍ରୀ. ୯୭୧: , ମୃତ୍ୟୁ ଖ୍ରା. ୧୩: ସୁବକ୍ତଗିନ୍ଙ୍କ ମୃତ୍ୟୁ ପରେ ଏ ୯୮୭: ଖ୍ରାଷ୍ଟାଦ୍ଦରେ ଗଜନିର ସୁଲତାନ ହେଲେ ଓ ଖ୍ରୀ. ୧୧:ରେ ଲାହୋରର ରାଜା ଜୟପାଳଙ୍କ ବିରୁଦ୍ଧରେ ଯୁଦ୍ଧଯାତ୍ରା କଲେ ଓ ତାଙ୍କୁ ପରାସ୍ତ କଲେ ଜୟପାଳ ପରାସ୍ତ ହୋଇ ଆତ୍ମହତ୍ୟା କଲେ ଖ୍ରା. ୧୫: ୬ରେ ଏ ମୁଲତାନ ଆକ୍ରମଣ କଲେ ଖ୍ରା. ୧୯:ରେ ଏ ହିନ୍ଦୁମାନଙ୍କ ସମ୍ମିଳିତ ସେନାଙ୍କୁ ପେଶବାରଠାରେ ପରାସ୍ତକରି ଅନେକ ହିନ୍ଦୁ ମନ୍ଦିର ଲୁଣ୍ଠନ କଲେ; ଖ୍ରୀ ୧୧୧:ରେ ଥାନେଶ୍ୱର ମନ୍ଦିର ଲୁଣ୍ଠନ କଲେ; ଖ୍ରୀ. ୧୧୮: ୧୯:ରେ ମଥୁରା ଲୁଣ୍ଠନ କଲେ ଓ ଖ୍ରା. ୧୧୯: ୨୫:ରେ କାନ୍ୟକୁବଜ୍ ଓ କାଳଞ୍ଜର ରାଜ୍ୟ ଅଧିକାର କଲେ; ୧୨୪:ରେ ଗୁଜରାଟର ପ୍ରସିଦ୍ଧ ଶିବମନ୍ଦିର ସୋମ— ନାଥକୁ ଲୁଣ୍ଠନ କରି ମୁଣ୍ଠିତ ଦ୍ରବ୍ୟମାନ ନିଜ ଦେଶକୁ ବୋହି ନେଲେ ଏବଂ ସୋମନାଥ ମୂର୍ତ୍ତିକୁ ଭାଙ୍ଗି ତହିଁରେ ଖଣ୍ଡେ ପଥର ଗଜନୀର ମସଜିଦ୍ରେ ଗୋଡ଼ଘଷା (ପାଉଁପୋଛ) ପଥର ରୂପେ ପକାଇଲେ ଭାରତ ଲୁଣ୍ଠନ ଏହାଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଓ ଭାରତରେ ରାଜ୍ୟ ସ୍ଥାପନ ଏହାଙ୍କର ଗୌଣ ଉଦ୍ଦେଶ୍ୟ ଥିଲା ଏ ଖ୍ରୀ. ୧୩:ରେ ମୃତ ହଲେ ଏହାଙ୍କ ବଂଶଧରମାନେ ଉତ୍ତର ପଶ୍ଚିମ ଭାରତରେ ପ୍ରାୟ ୧୫: ବର୍ଷ ରାଜତ୍ୱ କଲା ପରେ ଖ୍ରୀ. ୧୧୮୮:ରେ ମହମ୍ମଦ ଘୋରୀଙ୍କଦ୍ୱାରା ବିତାଡ଼ିତ ହେଲେ—ପ୍ରୋଥେରୋ ସାହେବଙ୍କ ଇଂରାଜି ପ୍ରାଥମିକ ଭାରତ ଇତିହାସ ]