ମହମ୍ମଦ୍ ଗୋରୀ
ମହମ୍ମଦ୍ ଗୋରୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]
|
ବୈଦେଶିକ - ବିଶେଷ୍ୟ - (ନାମ)
[ସମ୍ପାଦନା]ଭାରତରେ ପ୍ରଥମ ମୁସଲମାନ ରଜ୍ୟର ପ୍ରତିଷ୍ଠାତା — Name of the founder o the Mahomedan dynasty of kings in India (୧୨th century A. D.)
[ଦ୍ରଷ୍ଟବ୍ୟ —ପ୍ରଥମେ ୧୧୬୭: ଖ୍ରାଷ୍ଟାଦ୍ଦରେ ଭାରତରେ ପ୍ରବେଶ କରିଥିଲେ କିନ୍ତୁ ପରେ ଦିଲ୍ଲୀରେ ରାଜା ପୃଥ୍ୱୀରାଜ ଓ କାନ୍ୟକୁବ୍ଜର ରାଜା ଜୟଚନ୍ଦ୍ରଙ୍କ ମଧ୍ୟରେ ମନୋମାଳିନ୍ୟ ଘଟିବାରୁ ଜୟଚନ୍ଦ୍ରଙ୍କ ନିମନ୍ତ୍ରଣକ୍ରମେ ଏ ଅବ— ଶେଷରେ ପୃଥ୍ୱୀରାଜଙ୍କୁ ଥାନେଶ୍ୱର ଯୁଦ୍ଧରେ ପରାସ୍ତ କରି ନିହତ ହେଲେ ତତ୍ପରେ କାନ୍ୟକୁବ୍ଜ ଆକ୍ରମଣ କରି ଜୟ— ଚନ୍ଦ୍ରଙ୍କୁ ନିହତ କଲେ ମହମ୍ମଦ ଘୋରୀଙ୍କଦ୍ୱାରା ଖ୍ରୀ: ଏକାଦଶ ଶତାଦ୍ଦିରେ ବାରତରେ ମୁସଲମାନ ରାଜ୍ୟର ସୂତ୍ରପାତ ହୋଇଥିଲେହେଁ ଖ୍ରା: ୧୧୮୮:ରେ ଏହାଙ୍କ ବଡ଼ ଭାଇ ଓ ଏ ମହମ୍ମଦ ଗଜନୀଙ୍କ ବଂଶଧର ଗିୟାସୁଦ୍ଦିନଙ୍କୁ ବିତାଡ଼ିତ କରି ଭାରତରେ ମୁସଲମାନ ରାଜ୍ୟର ସ୍ଥାୟୀ ଭିତ୍ତି ସ୍ଥାପନ କଲେ ଏହାଙ୍କ ବଡ଼ ଭାଇ ଗିୟାସୁଦ୍ଦିନଙ୍କ ମୃତ୍ୟୁ ପରେ ଏ ଖ୍ରା ୧୨୨:ରେ ଆଫଗାନିସ୍ଥାନର ଘୋର୍ ରାଜ୍ୟର ରାଜା ହେଲେ; କିନ୍ତୁ ଖ୍ରା: ୧୨୬:ରେ ପଞ୍ଜାବରେ ଏକ ଯୁଦ୍ଧ ଆଭିଯାନରେ ହତ ହେଲେ]