Jump to content

ମହମ୍ମଦ୍ ବିନ୍ କାସୀମ

ଉଇକିଅଭିଧାନ‌ରୁ

ମହମ୍ମଦ୍ ବିନ୍ କାସୀମ

ଉଚ୍ଚାରଣ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ନାମ)

[ସମ୍ପାଦନା]

ଭାରତର ପ୍ରଥମ ମୁସଲ— ମାନ୍ ଆକ୍ରମଣକାରୀ — Mahomed Bin Kasim, the ୧st Mahomedan invader of India in the ୮th century. A. D.

[ଦ୍ରଷ୍ଟବ୍ୟ —ଏ ଖ୍ରୀ: ୭୧୧:ରେ ଭାରତ ଆକ୍ରମଣ କରି ସିନ୍ଧୁର ରାଜା ଦହୀରଙ୍କୁ ପରାସ୍ତ କରି ଆଲୋକ ଓ ବ୍ରାହ୍ମଣା ବାଦ୍ ନଗରମାନ ଲୁଣ୍ଠିନ କରି ସିନ୍ଧୁ ଅଧିକାର କଲେ ଏହାଙ୍କ ବଂଶଧରମାନେ ସୌବୀର ନାମକ କ୍ଷତ୍ରିୟମାନଙ୍କଦ୍ୱାରା ଖ୍ରୀ:୭୬:ରେ ଭାରତରୁ ବିତାଡ଼ିତ ହେଲେ ପ୍ରୋଥେରୋ ସାହେବଙ୍କ ଇତିହାସ ]