Jump to content

ମହମ୍ମଦ୍ ମମୋସୀନ୍

ଉଇକିଅଭିଧାନ‌ରୁ

ମହମ୍ମଦ୍ ମମୋସୀନ୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ନାମ) (ଫାରାସୀ - ମହମ୍ମଦ ମହସୀନ୍)

[ସମ୍ପାଦନା]

ବଙ୍ଗଦେଶର ହୁଗୁଲି ନିବାସୀ ଧର୍ମ— ପରାୟଣ ଓ ଦାନଶୀଳ ମୁସଲମାନ —A pious and bounteous mahomeddan of Huguly in Bengal.

[ଦ୍ରଷ୍ଟବ୍ୟ —ଏହାଙ୍କର ଜନ୍ମ ୧୬୩୨: ଖ୍ରାଷ୍ଟାଦ୍ଦରେ ହୋଇଥିଲା ଏ ପ୍ରାୟ ୯ ଲକ୍ଷ ଟଙ୍କା ଦାନ କରି ସରକାରଙ୍କ ଜିମାରେ ଗୋଟିଏ ମୂଳପାଣ୍ଠି ସୃଷ୍ଟି କରି ଯାଇଅଛିନ୍ତି ଏହିଫଣ୍ଡର ସୁଧରୁ ଶତ ଶତ ଗରୀବ ମୁସଲାମାନ ଛାତ୍ରଙ୍କୁ ବିଦ୍ୟାଦାନ କରା ଯାଉଅଛି]