Jump to content

ମହମ୍ମଦ ଟୋଗଲକ୍

ଉଇକିଅଭିଧାନ‌ରୁ

ମହମ୍ମଦ ଟୋଗଲକ୍

ଉଚ୍ଚାରଣ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ନାମ)

[ସମ୍ପାଦନା]

ଭାରତର ଟୋଗଲକ— ବଂଶୀୟ ମୁସଲମାନ ରାଜା —

Mahomed Tughlak; a Mahomedan king of N. India of the ୧୪th century.

[ଦ୍ରଷ୍ଟବ୍ୟ ଏ ଖିଲିଜୀ ବଂଶୀୟ ରାଜଙ୍କର ପଞ୍ଜାବ ପ୍ରଦେଶରେ ଶାସନକର୍ତ୍ତା ଓ ଟୋଗଲକ ରାଜବଂଶର ଆଦିପୁରଷ ଗିୟାସ୍ଉଦ୍ଦିନ୍ ଟୋଗଲକଙ୍କ ପୁତ୍ର ଏ ଖ୍ରୀ: ୧୩୨୫:ରେ ସିଂହାସନ ଆରୋହଣ କରି ଖ୍ରୀ: ୧୩୫୧: ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ ଏ ବିଦ୍ୱାନ୍, ନିର୍ଦ୍ଦୟ ଓ ବିକୃତମସ୍ତିଷ୍କ ଥିଲେ ଏ ଦିଲ୍ଲୀରୁ ରାଜଧାନୀ ଉଠାଇ ନେଇ ୧୬: ମାଇଲ ଦୂରବର୍ତ୍ତୀ ଟୋଗଲକାବାଦ୍ ଓ ପରେ ୮ ମାଇଲ ଦୂରବର୍ତ୍ତୀ ଦେଓ— ଗିରିକୁ ରାଜଧାନୀ କଲେ ଏହାଙ୍କ ଅମଳରେ ପଠାଣ ସାମ୍ରାଜ୍ୟର ଭିନ୍ନ ଭିନ୍ନ ପ୍ରଦେଶ ବିଦ୍ରୋହୀ ହେଲେ ଓ ଏ ଖ୍ରା: ୧୩୫୧:ରେ ସିନ୍ଧୁ ପ୍ରଦେଶରେ ଆତ୍ମହତ୍ୟ କଲେ ଏହାଙ୍କ ଅମଳରେ ଦାକ୍ଷିଣାତ୍ୟରେ ବାହମନୀ ରାଜ୍ୟ ସ୍ୱାଧୀନ ମୁସଲମାନ୍ ରାଜ୍ୟରୂପ ପ୍ରତିଷ୍ଠିତ ହେଲା ପ୍ରୋଥେରୋ ସାହେବଙ୍କ ଇତିହାସ ]