ମହମ ବତି
ଦେଖଣା
ମହମ ବତି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ମୟନ+ବର୍ତ୍ତୀ)
[ସମ୍ପାଦନା]- ୧. ମହଣ ବଳିତା (ଦେଖ) - —୧. Mahaṇa baḻitā (See)
- ୨. ମହଣବତି —୨. Wax candle.
[ଦ୍ରଷ୍ଟବ୍ୟ —ଆଗେ ଆମ ଦେଶରେ ମହଣବତୀ ମହଣରେ ହେଉଥିଲା ଏବେ ଚର୍ବା (Tallow)ରେ ଓ କୋଇଲାରେ ବା କିରୋସିନ୍ ଖଣିରୁ ବାହାରିବା ଏକପ୍ରକାର ସ୍ନିଗ୍ଧ ପଦର୍ଥ (Paraffin) ଆଦିଦ୍ୱାରା ବତି ପ୍ରସ୍ତୁତ ହେଉଅଛି]