Jump to content

ମହର

ଉଇକିଅଭିଧାନ‌ରୁ

ମହର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମହ୍ ଧାତୁ+କର୍ମ. ଅର)

[ସମ୍ପାଦନା]

ମହର୍ଲୋକ (ଦେଖ) - Maharloka (See)

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -

[ସମ୍ପାଦନା]

ଶଗଡ଼ର ଅଖର ଆଗପାଖ ଦଣ୍ଡାରେ ପଛପାଖ ଅପେକ୍ଷା ବେଶି ବୋଝ ଲଦା ହେବା ଅବସ୍ଥା; ଦବଉ — The state of a cart when the front part is loaded more heavily than the back part, and so there is no equilibrium.