Jump to content

ମହରଗ

ଉଇକିଅଭିଧାନ‌ରୁ

ମହରଗ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ମହର୍ଗ—ଅନ୍ୟରୂପ)

ଦେଶଜ - ବିଶେଷଣ - (ସଂସ୍କୃତ - ମହାର୍ଘ)

[ସମ୍ପାଦନା]
୧. ମହଙ୍ଗା; ଦୁର୍ମଲ୍ୟ — ୧. Dear in price.
୨. ଯେଉଁ ସମୟରେ ଖାଦ୍ୟ ଦ୍ରବ୍ୟାଦି ଦୁର୍ମୂଲ୍ୟହୁଏ —୨. (a time) Of high prices.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ପଣ୍ୟଦ୍ରବ୍ୟର ଦୁର୍ମୂଲ୍ୟତା —୧. Dearness of price; a rise in price of commodities.
୨. ଦୁର୍ଭିକ୍ଷ; ଯେଉଁ ସମୟରେ ଖାଦ୍ୟ ଦ୍ରବ୍ୟାଦି ମହାର୍ଘ ହୁଏ —୨. A time of high prices; famine; scarcity.