Jump to content

ମହରଗିଆ

ଉଇକିଅଭିଧାନ‌ରୁ

ମହରଗିଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ମହରଗୀ, ମହରଗଆଣୀ, ମହରଗେଈସ୍ତ୍ରୀ

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଯେଉଁ ଦୋକାନୀ ବା ପଣ୍ୟବକ୍ରେତା ପଣ୍ୟ— ଦ୍ରବ୍ୟମାନଙ୍କ ପାଇଁ ଦାଣ୍ଡଭାଉ ଅପେକ୍ଷା ବେଶି ଭାଉ ହାଙ୍କେ —୧. (a trader or shop-keeper) Who charges higher price than the market rate; high-charging.
୨. ଦୂର୍ଭିକ୍ଷପ୍ରପୀଡ଼ିତ — ୨. Famine-stricken.