ମହରଟୀ ପାନିଙ୍କି
ଦେଖଣା
ମହରଟୀ ପାନିଙ୍କି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ପୁରୁଣାକାଳିଆ ଉଷ୍ଟ୍ରମୁଖ ଓ ଗ୍ରୀବାକାର ଦଣ୍ଡଯୁକ୍ତ ପାଲିଙ୍କ ବା ଦୋଳା —Palanquins used in old times.
[ଦ୍ରଷ୍ଟବ୍ୟ —ଏ ପାଲିଙ୍କିମାନଙ୍କ ଉପରେ ଓଟର ମୁହାଁ ଓ ବେକ ଆକାରର ବଙ୍କୁରଟଙ୍କୁର ଲମ୍ୱା ବାଉଁଶ ବା ବରଓହଳକୁ ଦଉଡ଼ାଦ୍ୱାରା ଭିଡ଼ା ଯାଇଥାଏ ବର୍ତ୍ତମାନ ପର୍ଯ୍ୟନ୍ତ ବରକନ୍ୟାଙ୍କ ବିବାହଯାତ୍ରାରେ ସେହି ପାଲିଙ୍କି ବ୍ୟବହୃତ ହେଉଅଛି ଓ କେତେକ ସ୍ଥଳରେ ଦେବପ୍ରତିମାମାନ ସେହି ପାଲିଙ୍କିରେ ଶୋଭାଯାତ୍ରା କରି ଯାଆନ୍ତି ଅନ୍ୟତ୍ର ସେଭଳି ପାଲିଙ୍କିର ବ୍ୟବହାର ହେଉ ନାହିଁ]