ମହରଡ଼ା
ଦେଖଣା
ମହରଡ଼ା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଏକପ୍ରାକାର ବଡ଼ ଶିମ୍ୱଜାତୀୟ ଲତାଫଳ — ୧. A kind of big bean; the sword—
ଅନୁବାଦ
[ସମ୍ପାଦନା]ମହରଡ଼ା
|
beanl<? ?> Canavalia Ensifermis— the large cutlass kidney bean.
[ଦ୍ରଷ୍ଟବ୍ୟ —ଏହାର ଫଳ ଲମ୍ୱରେ ଚାଖଣ୍ଡେ ଓ ଚଉଡ଼ାରେ ୩ ଆଙ୍ଗୁଳ ପର୍ଯ୍ୟନ୍ତ ହୁଏ ଓ ତରବାର ପରି ଆକୃତିବିଶିଷ୍ଟ ଏହାର ମଞ୍ଜି ନାଲି, ଚେପଟା ଓ ବଡ଼ ବଡ଼ ଏହାକୁ ତରକାରୀ କରି ଖାଆନ୍ତି ଏ ଛୁଇଁର ଆବରଣକୁ ରାନ୍ଧିଲେ ଲହୁଣୀ ପରି ହୁଏ]
- ୨. ବାହାଡ଼ା ଶିମ୍ୱ — ୨. Canavalia Virosa.
[ଦ୍ରଷ୍ଟବ୍ୟ —ଏହାର ମଞ୍ଜି ବିଷାକ୍ତ]