ମହରତ
ଦୋକାନର ବନ୍ଧା ଗ୍ରାହକମାନେ ନବବର୍ଷାରମ୍ଭ ଦିନ ଦୋକାନକୁ ଆସି ବର୍ଷର ପ୍ରଥମ କାରବାର ଅନୁକୂଳ କରିବା; ବହିନୀ —The first transaction of a regular constituent with a trader on the new year's day.