ମହର୍ଷି
ଦେଖଣା
ମହର୍ଷି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ମହାନ୍+ଋଷି; କର୍ମଧା; ମହତ୍ ଶବ୍ଦରୁ ମହା+ ଋଷି)
[ସମ୍ପାଦନା]- ୧. ଶାସ୍ତ୍ରକଥିତ ସାତ ପ୍ରକାର ଋଷି (ଦେବର୍ଷି, ମହଷ, ବ୍ରହ୍ମଷ, ଶ୍ରୁତର୍ଷି, ରାଜର୍ଷି, କାଣ୍ଡର୍ଷି, ପରମର୍ଷି)ଙ୍କ ମଧ୍ୟରୁ ଏକତମ —୧. One of the ୭ classes of saints mentioned in the Ṡāstras.
- ୨. ଶ୍ରେଷ୍ଠ ଋଷି; ପ୍ରଧାନ ମୁନି —୨. An eminent sage.
- ୩. ପ୍ରଜାପତି; ବ୍ରହ୍ମାଙ୍କଠାରୁ ଜାତ ୧ ପ୍ରଜାପତି (ମନୁ. ୧୩୪: ) —୩. The ten patriarchs of mankind procreated by Brahmā.
(ଉ—ଏମାନଙ୍କ ନାମ ଭୃଗୁ, ମରୀଚି, ଅତ୍ରି, ଅଙ୍ଗିରାଃ, ପୁଲହ, କ୍ରତୁ, ମନୁ, ଦକ୍ଷ, ବଶିଷ୍ଟ, ପୁଲସ୍ତ୍ୟ)
- ୪. ମରୀଚ ଅଙ୍ଗିରା ପ୍ରଭୃତି ବ୍ରହ୍ମାଙ୍କର ୭ଜଣ ମାନସପୁତ୍ର (ମରୀଚି, ଅତ୍ରି ଅଙ୍ଗିରା, ପୁଲସ୍ତ୍ୟ, ପୁଲହ, କ୍ରତୁ, ବଶିଷ୍ଟ) —୪. The seven primordial sages born of Brahmā's mind.
- ୫. ଭୈରବ ରାଗର ପୁତ୍ର, ରାଗବିଶେଷ (ହିନ୍ଦୀ - ଶ) — ୫. Name of a secondary musical air.