Jump to content

ମହଲତ୍

ଉଇକିଅଭିଧାନ‌ରୁ

ମହଲତ୍

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆରବୀ - ମୁ[ମୋ]ହଲ୍ଲତ୍) (କଚିରିଆ)

[ସମ୍ପାଦନା]
୧. ମକଦ୍ଦମାରେ ପକ୍ଷମାନଙ୍କୁ ହାକିମଦ୍ୱାରା ଦିଆଯିବା ଅବକାଶ ସମୟ —୧. Time allowed to parties in a case.
୨. ମକଦ୍ଦମାର ଶୁଣାଣିର ଅନ୍ୟ ତାରିଖୁ ଘୁଞ୍ଚିଯିବା —୨. Adjournment of the hearing of a case.

(ଉ—ନ ଦେବେ ମାଗିଲେ ମହଲତ ମାସେ ରାଧାନାଥ. ଦରବାର)