Jump to content

ମହଲତ୍ କରାଇବା

ଉଇକିଅଭିଧାନ‌ରୁ

ମହଲତ୍ କରାଇବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି—(କଚିରିଆ; ଆରବୀ - ମୁହଲ୍ଲତ)

[ସମ୍ପାଦନା]

ମକଦମାର ଶୁଣାଣି ତାରିକ ଘୁଞ୍ଚି ଯିବାର ହୁକୁମ ମିଳିବାର ବନ୍ଦୋବସ୍ତ ବା ତଦ୍ୱୀର— କରିବା —To arrange for time being granted for the hearing of a case; to take steps for the adjournment of a case.