Jump to content

ମହଲତ ଦେବା

ଉଇକିଅଭିଧାନ‌ରୁ

ମହଲତ ଦେବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି—(ଆରବୀ - ମୁହଲ୍ଲତ) (କଚିରିଆ)

[ସମ୍ପାଦନା]

(ହାକିମ) ମକଦ୍ଦମାର ଶୁଣାଣି ପାଇଁ ପକ୍ଷଙ୍କୁ ପ୍ରାର୍ଥିତ ସମୟ ଦେବା —(a court) To grant or allow time to parties in a case; to grant an adjournment.