ମହଲତ ନେବା
ଦେଖଣା
ମହଲତ ନେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମହଲତ ନେବା
|
ଦେଶଜ - କ୍ରିୟାପଦ - (ଆରବୀ - ମୁହଲ୍ଲତ୍; କଚିରିଆ)
[ସମ୍ପାଦନା](ମକଦ୍ଦମାର ପକ୍ଷ) ହାକିମଠାରୁ ନିର୍ଦ୍ଦିଷ୍ଟ କାଳ ପାଇଁ ସମୟ ନେବା —(a party in a case) To take time from the court.
ମହଲତ ନେବା
|
(ମକଦ୍ଦମାର ପକ୍ଷ) ହାକିମଠାରୁ ନିର୍ଦ୍ଦିଷ୍ଟ କାଳ ପାଇଁ ସମୟ ନେବା —(a party in a case) To take time from the court.