ମହଲା
ଦେଖଣା
ମହଲା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଆରବୀ - ମହଲ)
[ସମ୍ପାଦନା]- ୧. ତଳବିଶିଷ୍ଟ କୋଠା — ୧. A storeyed building.
- ୨. କୋଠାର ତଳ ବା ସ୍ତର; ମାହାଲା —୨. Storey of a building.
ଦେଶଜ - ବିଶେଷଣ - (ସଂଖ୍ୟାବାଚକ ଶବ୍ଦ ସଙ୍ଗେ ଯୁକ୍ତ
[ସମ୍ପାଦନା]ଏକ ମହଲା କୋଠା, ଦୋମହଲା କୋଠା ଇତ୍ୟାଦି) (ଏତେ) ତଳଯୁକ୍ତ —Having (so many) storeys; storied.
ବୈଦେଶିକ - ବି— (ଫାରାସୀ - ମହଲ୍ଲା; ମୁହଲ୍ଲା)
[ସମ୍ପାଦନା]- ୧. ନଗରର ଭିନ୍ନ ଭିନ୍ନ ଅଂଶ ବା ବସ୍ତି ବା ପଟ୍ଟୀ —୧. Different parts orr quarters of a town.
[ଦ୍ରଷ୍ଟବ୍ୟ —କଟକର ଭିନ୍ନ ଭିନ୍ନ ମହଲାକୁ ଗଳି, ସମ୍ୱଲପୁରରେ ପଡ଼ା, ପୁରୀରେ ସାହି ଓ ବାଲେଶ୍ୱରରେ ଗଞ୍ଜ କହନ୍ତି]
- ୨. ମୁସଲମାନ୍ ଗ୍ରାମର ଅଂଶ ବା ପଡ଼ା —୨. A particular part of a Mahomedan village.
- ୩. (ଫାରାସୀ - ମଲ୍ଲାହ୍) ମହ୍ଲା; ମଲ୍ଲା; ଏକ ପ୍ରକାର ନୌକାବାହୀ ଜାତି — ୩. Title of a class of boatmen.