Jump to content

ମହସିଲ୍ଦାର

ଉଇକିଅଭିଧାନ‌ରୁ

ମହସିଲ୍ଦାର

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - (ଫା)

[ସମ୍ପାଦନା]
୧. (କଚିରିଆ) (ଫାରାସୀ - ମୁହସ୍ସିଲ)— ଅର୍ଥଦଣ୍ଡରେ ଦଣ୍ଡିତ ବ୍ୟକ୍ତିଠାରୁ ଜୋରିମାନା ଆଦାୟ କରିବାପାଇଁ ଭାରପ୍ରାପ୍ତ କର୍ମଚାରୀ —୧. An officer deputed to realise fines imposed by a public officer.
୨. ତହସିଲଦାର୍ — ୨. Rent-collecting officer.