ମହାଅକଳ
ଦେଖଣା
ମହାଅକଳ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମହାଅକଳ
|
[ମହା ଅଖଞ୍ଜ(ଡ଼)—ଅନ୍ୟରୂପ]
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଅତ୍ୟନ୍ତ ଅସୁବିଧା —Great inconvenience or awkwarness.
ଦେଶଜ - ବିଶେଷଣ -
[ସମ୍ପାଦନା]ଅତ୍ୟନ୍ତ ଅସୁବିଧାଜନକ —Very inconvenient.
[ଦ୍ରଷ୍ଟବ୍ୟ —ଏହିପରି ଅନେକଗୁଡ଼ିଏ ଦେଶୀୟ ଶବ୍ଦ ସଙ୍ଗେ ସନ୍ଧି ନ ହୋଇ ମହା ଶବ୍ଦ ଭାଷାରେ ବ୍ୟବହୃତ ହୁଏ]