ମହାକାୟ
ଦେଖଣା
ମହାକାୟ
ଉଚ୍ଚାରଣ
[ସମ୍ପାଦନା](ମହାକାୟା—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ମହାନ୍+କାୟ=ଶରୀର ଯାହାର; ବହୁବ୍ରୀହି)
[ସମ୍ପାଦନା]ପ୍ରକାଣ୍ଡ ବା ବୃହତ୍ ଶରୀର ବିଶିଷ୍ଟ —Gigantic; big-boiled; bulky.
ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି)
[ସମ୍ପାଦନା]- ୧. ଅତିକାୟ; ବଡ଼ ହାତୀ — ୧. A big elephant.
- ୨. ନନ୍ଦି; ଶିବଙ୍କର ଦ୍ୱାରପାଳ — ୨. One of the door-keepers of Ṡiba.
- ୩. ଶିବ —୩. Ṡiba (Apte).
- ୪. ବିଷ୍ଣୁ — ୪. Bishṇu (Apte).