Jump to content

ମହାକ୍ରୋଧୀ

ଉଇକିଅଭିଧାନ‌ରୁ

ମହାକ୍ରୋଧୀ

ଉଚ୍ଚାରଣ

[ସମ୍ପାଦନା]
(ମହାକ୍ରୋଧିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ମହା କ୍ରୋଧ+ଇନ୍; ୧ମା.୧ବ)

[ସମ୍ପାଦନା]

ଅତ୍ୟନ୍ତ କ୍ରୁଦ୍ଧ ପ୍ରକୃତିକ; ଅତି କ୍ରୋଧନ — Very angry; very passionate.