ମହାକ୍ଷତ୍ରିୟ
ଦେଖଣା
ମହାକ୍ଷତ୍ରିୟ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]ପ୍ରବଳ ପରାକରମୀ —Mighty.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ମହାବୀର; ମହାଯୋଦ୍ଧା —୧. A great warrior.
[ଉ—ମହାକ୍ଷତ୍ରିୟ ସେ ଯେଣୁ, ପଛକୁ ହଟିବା, ଅବହା ପଳାୟନେ କେବେ ନ ବଳାଏ ମତି ରାଧାନାଥ. ମହାଯାତ୍ରା]
- ୨. ମହାବଳୀ —୨. Mighty person.
- ୩. ମହାପୁରୁଷ —୩. A genius; a great man.
- ୪. ମହାବଳ ବାଘ —୪. A man eater (tiger); the royal Bengal tiger.