Jump to content

ମହାଗନ୍ଧ

ଉଇକିଅଭିଧାନ‌ରୁ

ମହାଗନ୍ଧ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବହୁବ୍ରିହୀ; ମହତ୍+ଗନ୍ଧ)

[ସମ୍ପାଦନା]

ଖୁବ୍ ସୁଗନ୍ଧଯୁକ୍ତ — Exceedingly fragrant.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. କୁଟଜ(ହିନ୍ଦୀ - ଶ) —୧. Wrightea Dysenterica.
୨. ଜଳ ବେତସ —୨. Water ratan.
୩. ଚନ୍ଦନ — ୩. Sandal