Jump to content

ମହାଗନ୍ଧା

ଉଇକିଅଭିଧାନ‌ରୁ

ମହାଗନ୍ଧା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ସ୍ତ୍ରୀ (ମହାଗନ୍ଧ+ଆ)

[ସମ୍ପାଦନା]

ମହାଗନ୍ଧର ସ୍ତ୍ରୀଲିଙ୍ଗ — Feminine of Mahāgandha

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]
୧. ଚାମୁଣ୍ଡା —୧. A name of Chāmuṇḍā.
୨. ନାଗବଳା (ହିନ୍ଦୀ - ଶ) (ଦେଖ) - ୨. Nāgabaḻā (See)
୩. କୁଆ (ହିନ୍ଦୀ - ଶ) — ୩. Pandanus odoratissimus (plant)