ମହାଗିରି
ଦେଖଣା
ମହାଗିରି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. (କର୍ମଧା) ବଡ଼ ପର୍ବତ —୧. A big or lofty mountain.
- ୨. (ନାମ) କୁବେରଙ୍କର ୮ ପୁତ୍ର ମଧ୍ୟରୁ ଏକ —୨. Name of one of the ୮ sons of Kubera.
[ଦ୍ରଷ୍ଟବ୍ୟ —ଏ ପିତାଙ୍କ ଶିବ ପୂଜନ ପାଇଁ ଆଣୁଥିବା ଫୁଲକୁ ଶୁଘିଂବାରୁ କୁବେରଙ୍କ ଶାପରେ କଂସର ଭାଇରୂପେ ଜନ୍ମିଥିଲେ ଓ କୃଷ୍ଣଙ୍କଦ୍ୱାରା ନିହତ ହେଲେ—ହିନ୍ଦୀ - ଶ ]