Jump to content

ମହାଗୁରୁ

ଉଇକିଅଭିଧାନ‌ରୁ

ମହାଗୁରୁ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ମହାନ୍+ଗୁରୁ; କର୍ମଧା)

[ସମ୍ପାଦନା]

ଶ୍ରେଷ୍ଠ ଗୁରୁଜନ — One's most venerable elder.

[ଦ୍ରଷ୍ଟବ୍ୟ — ପୁରୁଷର ମହାଗୁରୁ—ପିତା, ଓ ମାତା ଓ ଆଚାଯ୍ୟ ବିବାହିତା କନ୍ୟାର ମହାଗୁରୁ—ପିତା ଓ ମାତା ବିବାହିତ କନ୍ୟାର ମହାଗୁରୁ—ସ୍ୱାମୀ]