Jump to content

ମହାଗ୍ରାବୀ

ଉଇକିଅଭିଧାନ‌ରୁ

ମହାଗ୍ରାବୀ

ଉଚ୍ଚାରଣ

[ସମ୍ପାଦନା]

(ମହାଗ୍ରୀବକ—ଅନ୍ୟରୂପ)

(ମହାଗ୍ରୀବ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ମହତୀ ଅଟେ ଗ୍ରୀବ ଯାହାର; ବହୁବ୍ରିହୀ; ମହତୀ+ଗ୍ରୀବା)

[ସମ୍ପାଦନା]

ବୃହତ ଗ୍ରୀବାବିଶିଷ୍ଟ; ବିଶାଳ ଗ୍ରୀବାଯୁକ୍ତ —Having a big neck.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଉଷ୍ଟ୍ର; ଓଟ —୧. The camel.
୨. ଶିବ (ହିନ୍ଦୀ - ଶ) —୨. Ṡiba.
୩. ଶିବଙ୍କ ଅନୁଚରଣବିଶେଷ — ୩. An attendant of Ṡiba.